Twinkle twinkle little star odia song lyrics

By | April 23, 2024

Twinkle twinkle little star odia song Details

Twinkle twinkle little star odia song lyrics: A dancing number of the Superhit movie Love Station danced by Pappu, starring Babushan and Elina

 

Twinkle twinkle little star odia song lyrics in odia english

Twinkle twinkle little star
ଆରେ whole night ଖୋଲା ମୋ bar

ହାଁ Twinkle twinkle little star
Whole night ଖୋଲା ମୋ bar
ଆରେ Twinkle twinkle little star
Whole night ଖୋଲା ମୋ bar
ଆସୁନ oh my dear don′t fear
ଖୁଲମ ଖୋଲା ହବ ପ୍ୟାର

ଆଲୋ baby କାଲି full time ଦେବି
ହାଁ double ଚୁମ୍ମା ନେବି
ଆଜି busy ଅଛନ୍ତି ମୋ sir
Cuty ଏବେ ଚାଲିଛି ମୋର duty
ମୁଁ ଅଛିଲୋ ପୁରା tite
ଦେ ଢ଼ାଳିଦେ ଟିକେ ୟାର

Twinkle twinkle little star
Whole night ଖୋଲା ମୋ bar

ଆରେ ଆଯା ପପୁ, ଯାଯା ପପୁ
Close ହଉନ
ମୁଁ female ହେଇ କହୁଛି ତମେ
Take up ନଉନ
ହଁ ଖାଉଚ ପପୁ, ପିଉଚ ପପୁ, କଣ ହେଲଣି?
ଦୁର୍ବଳିଆ ଦୁଉଚ ଭାରି ନୁଡ଼କି ଗଲଣି

ଆଲୋ ଗୁଡ଼ି ତୁ ଖାଇବା ପାଇଁ ready
ହେଲେ ଲାଗୁନି ମୋର body
ତୁ comment ଯେତେ ମାର
ମୁନି ମୋତେ ପିଲେଇଦେ ଲୋ honey
ମୁଁ କାଲିକି ଦେବି money
ଆଜି ଦେଇଦେ ଟିକେ ଧାର

ଆରେ ବାକି ଖାତାରେ ଯେବେଠୁ ତମ ନାଁ ଲେଖିଛି
ଆଖି ଛୁଉଁଚି ତମକୁ ଖାଲି ଡ଼ିରିମି ଦେଖୁଚି
ହଁ ତମ ପାଇଁ କି ମନଟା ମୋର ହଉଚିରେ କୋଡ଼ି
ଆଜି ରାତିଟା ରହୁନ ପପୁ ଖେଳନ୍ତେ କବାଡି

ଆଲୋ ଛଟକି
ତୁ ଯାଆନିଲୋ ଏତେ ଲଟକି
ମୁଁ ଟୋକାଟା ପୁରା ହଟକି
ଜମା ମାନିବି ନାହିଁ ହାର
Naughty ତତେ ଦଉଚି ପୁରା guarantee
କାଲି ଖେଳିବା ଲୋ twenty twenty
ଆଜି ରହୁଚି ନମସ୍କାର

ହାଁ Twinkle twinkle little star
Whole night ଖୋଲା ମୋ bar
Twinkle twinkle little star
Whole night ଖୋଲା ମୋ bar

 

Also check: