Ahe Dayamaya Biswa Bihari Lyrics In English and Odia

By | March 24, 2024
Ahe Dayamaya Biswa Bihari Lyrics In English and Odia

Ahe Dayamaya Biswa Bihari Lyrics

Ahe Dayamaya Biswa Bihari Lyrics In English

Ahe dayamaya biswa bihari , ghena dayabahi mora guhari .

Jala stala bana giri akasa , tumbha lila sabuthare prakasha .

Tume subha budhi para sikhao ,tume bhala bata para dekaho.

Moro kamaku karao sarasa , mora mukhe diya chira harasa .

Kuta kapata swabhaba jahara ,tanku duru mu karai juhara .

Mote khala alasua nikate , niya nahi sukhe aba sankate .

Mote namisao tanka sathire,sada rakha sadhu jana katire .

Daya binaya heu mo bhusana , kaha mane na diye mu kasana.

Dukhi arakhita seva karane , bala diya mora kara charane .

Sata kahibaku kiyan daribi , sata kahi pache male maribi .

Mote etiki sikaho sahinhe,mora dhana jana loda nahi hai .

Ahe Dayamaya Biswa Bihari Lyrics In Odia

ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ।�
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ତୁମେ ଶୁଭ ବୁଦ୍ଧି ପରା ଶିଖାଅ, ତୁମେ ଭଲ ବାଟ ପରା ଦେଖାଅ�
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି
କୂଟ କପଟ ସ୍ୱଭାବ ଯାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ମୋତେ ନ ମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ
ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନଦିଏ କଷଣ
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ
ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି�
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ମୋତେ ଏତିକି ଶିଖାଅ ସାଇଁ ହେ, ମୋର ଧନଜନ ଲୋଡ଼ା ନାହିଁ ହେ�
ତୁମେ ସବୁଠାରୁ ବଡ଼ ଠାକୁର, ସଦା ରହିବି ମୁଁ ତୁମ ପୟର�
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |

Leave a Reply

Your email address will not be published. Required fields are marked *